ମୁଖ୍ୟମନ୍ତ୍ରୀ ଭୁବନେଶ୍ବରଠାରେ ହଜ୍ ହାଉସ୍‌ର ଭିତ୍ତିପ୍ରସ୍ତର ସ୍ଥାପନ କଲେ

Odisha CM laid foundation stone for Haj House in Bhubaneswar

 Published : ଓଟିଭି

/  

25-Oct-2017  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ହଜ୍ ଯାତ୍ରୀଙ୍କ ପାଇଁ ଭୁବନେଶ୍ବରର ପୋଖରିପୁଟ ଠାରେ ହଜ୍ ହାଉସ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଠାରେ ହଜ୍ ଯାତ୍ରାରେ ଯାଉଥିବା ସଂଖ୍ୟାଲଘୁ ସମ୍ପ୍ରଦାୟର ବ୍ୟକ୍ତି ମାନେ ସ୍ବଳ୍ପକାଳ ପାଇଁ ରହିପାରିବେ। ହଜ୍ ହାଉସ୍ ନିର୍ମାଣରେ ୨. ୩୯ କୋଟି ଟଙ୍କା ବ୍ୟୟକରାଯିବ। 

Other News