ମୁଖ୍ୟମନ୍ତ୍ରୀ ଟିକଟ କିଣି ମୋ ବସରେ ଯାତ୍ରା କଲେ

CM bought ticket for Mo Bus journey

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଟିକଟ କିଣି ମୋ ବସ୍ ରେ ଯାତ୍ରା କରିଛନ୍ତି। ବସ ଯାତ୍ରା ସମୟରେ ଯାତ୍ରୀଙ୍କ ସହିତ କଥା ହେଲେ ଓ ସେଲଫି ପାଇଁ ସୁଯୋଗ ଦେଲେ।

Other News