Published : ଓଡ଼ିଶା ସନ୍ ଟାଇମ୍ସ
/31-Dec-2018
ଓଡ଼ିଶା ପାଇଁ ୨୦୧୮ ବର୍ଷ ଥିଲା ଏକ ଗୁରୁତ୍ବପଊର୍ଣ୍ଣ ବର୍ଷ। ପୂର୍ବ ଭାରତରେ ଓଡ଼ିଶା ଏକ ମାନୁଫ୍ୟାକଚରିଂ ହବ କ୍ଷେତ୍ରରେ ବିକଶିତ ହୋଇଛି। ଦେଶରେ ମାନୁଫ୍ୟାକଚରିଂ ଶିଳ୍ପରେ ପୁଞ୍ଜିକୁ ବିନିଯୋଗ କ୍ଷେତ୍ରରେ ଓଡ଼ିଶା ଦେଶର ୩ ଟି ପ୍ରମୁଖ ରାଜ୍ୟ ମଧ୍ୟରେ ଶୀର୍ଷ ସ୍ଥାନରେ ରହିଛି।