ନିର୍ବାଚନ ୨୦୧୯ ପାଇଁ ସଭାପତି ନବୀନ ପଟ୍ଟନାୟକ ଦାଖଲ କଲେ ନାମାଙ୍କନ ପତ୍ର

President Naveen Patnaik filed nomination for elections 2019

 Published : ଓଡ଼ିଶା ସନ୍ ଟାଇମ୍ସ

/  

20-Mar-2019  

ନିର୍ବାଚନ ୨୦୧୯ ପାଇଁ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ବନ୍ଦିତା କରିବା ପାଇଁ ମୁଖ୍ୟମନ୍ତ୍ରୀ ତଥା ସଭାପତି ଶ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ନାମାଙ୍କନ ପତ୍ର ଦାଖଲ କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ‘ମା’ ତାରାତାରିଣୀ ମନ୍ଦିରକୁ ଯାଇ ଆର୍ଶିବାଦ ଭିକ୍ଷା କରିଥିଲେ। ପରେ ଛତ୍ରପୁର ସବ୍ କଲେକ୍ଟର ଅଫିସରେ ଦଳୀୟ ବିଧାୟକ, ସାଂସଦ ଓ ନେତାମାନଙ୍କ ଉପସ୍ଥିତିରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

Other News