ସରକାରଙ୍କ ସଫଳ କାହାଣୀକୁ ନେଇ ଗଣମାଧ୍ୟମକୁ ଯିବ ବିଜେଡି

BJD plans media blitz to highlight govts success

 Published : ଟାଇମ୍ସ ଅଫ ଇଣ୍ଡିଆ

/  

22-May-2017  

ରାଜ୍ୟରେ ‍ବିଜେଡି ସରକାର ଚତୃର୍ଥ ପାଳିରେ ୩ ବର୍ଷ ପୁରଣ କରିଥିବା ପରିପେକ୍ଷୀରେ, ସରକାରଙ୍କର ସଫଳକୁ ନେଇ ବିଭିନ୍ନ ବିଭାଗର ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀ ମାନେ ସାମ୍ବାଦିକ ସମ୍ମିଳନୀ କରି ସାର୍ବଜନୀନ କରିବେ ବୋଲି ସୂଚନା ଦିଆଯାଇଛି।  ଏହି କାର୍ଯ୍ୟକ୍ରମ ୨୨ ମେ ଠାରୁ ୩୦ ମେ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି। ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କର ସଫଳତାର କାହାଣୀ ସହିତ ବିଭିନ୍ନ  କେନ୍ଦ୍ରୀୟ ଯୋଜନାରେ କିପରି ଅନୁଦାନ ହ୍ରାସ କରାଯାଇଛି ସେ ସମ୍ପର୍କରେ ମଧ୍ୟ ସୂଚନା ଦିଆଯିବାର କାର୍ଯ୍ୟକ୍ରମ ରହିଥିବାର ଜଣାଯାଇଛି।

Other News