Published : ବିଜନେସ୍ ଷ୍ଟଣ୍ଡାର୍ଡ
02-Jul-2017
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଜିଏସଟି ସରଳ ଓ ସୁବିଧା ଉପାୟରେ କାର୍ଯ୍ୟକାରୀ ହେଲେ ସମସ୍ତଙ୍କୁ ଏହାର ସୁବିଧା ମିଳିବ।