Published : ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ
/18-Feb-2018
ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ଫେବୃଆରୀ ୧୯ ଏବଂ ୨୦ ତାରିଖ ପରିବର୍ତ୍ତେ ଫେବୃଆରୀ ୨୦ ଓ ୨୧ଯିବା ପାଇଁ ପରିବର୍ତ୍ତିତ କାର୍ଯ୍ୟକ୍ରରେ ସ୍ଥିର ହୋଇଛି। ଫେବୃଆରୀ ୨୦ ତାରିଖରେ ବରପାଲି ବ୍ଲକରେ ଏବଂ ଫେବୃଆରୀ ୨୧ ତାରିଖରେ ବିଜେପୁର ଏବଂ ଗାଇସିଲଟ ବ୍ଲକରେ ଦଳୀୟ ପ୍ରର୍ଥୀ ରୀତା ସାହୁଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି।