ଆମ ଗଁ ଆମ ବକାଶ ଗାଇଡଲାଇନକୁ କ୍ୟାବିନେଟର ମୋହର

Ama Gaon Ama Bikash guidelines got cabinet nod

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମର ୨୦୧୮-୧୯ ବର୍ଷ ପାଇଁ ୧୨୫୦ କୋଟି ଟଙ୍କାର ବ୍ୟୟ ଅଟକଳକୁ କ୍ୟାବିନେଟ ମଞ୍ଜରୁ ପ୍ରଦାନ କରିଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହାର ଗାଇଡଳାଇନକୁ ମଧ୍ୟ ମଞ୍ଜୁରୀ ମିଳିଛି।

Other News