ରାଜ୍ୟରେ ଅର୍ଥନୈତିକ ଅନଗ୍ରସର ପରିବାରଙ୍କୁ ମିଳିବ ମାଗଣା ଏଲଇଡି ବଲ

Odisha poor to get free LED bulbs

 Published : ଓଡିଶା ସନ୍ ଟାଇମ୍ସ

/  

11-Jan-2019  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସଚିବାଳୟରେ “ଆମ ଘର ଏଲଇଡି” ଯୋଜନା ଭିଡିଓ କନଫରେନ୍ସିଂ ଜରିଆରେ ସଚିବାଳୟରେ ଶୁଭାରମ୍ଭ କରିଛନ୍ତି।  ରାଜ୍ୟର ଅର୍ଥନୈତିକ ଅନଗ୍ରସର ପରିବାରଗୁଡିକୁ କମ୍ ବିଦ୍ୟୁତ ଖର୍ଚ୍ଚରେ ଜଳୁଥିବା ଏହି ଏଲଇଡି ବଲ ମାଗଣା ବଣ୍ଟନ କରାଯିବ। ଏହି ଯୋଜନାରେ ରାଜ୍ୟର ମୋଟ ୯୫ଲକ୍ଷ ପରିବାର ଉପକୃତ ହେବେ।

Other News