ଭର୍ଚୁଆଲ ପୋଲିସ ଷ୍ଟେସନ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Naveen Inaugurates Virtual Police Station

 Published : ଦ ନ୍ୟୁଜରୁମ

/  

29-Jan-2020  

ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କୁ ଆହୁରି ଉନ୍ନତ ସେବା ଯୋଗାଇବା ପାଇଁ 5ଟି ଭିତ୍ତିରେ ପୋଲିସ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଭର୍ଚୁଆଲ ପୋଲିସ ଷ୍ଟେସନର ଉଦଘାଟନ କରିଛନ୍ତି। ଏହାଦ୍ଵାରା ପୋଲିସ ସେବାରେ ଆହୁରି ସ୍ଵଚ୍ଛତା ଆସିବା ସହ ଲୋକଙ୍କୁ ତ୍ଵରିତ ସେବା ମିଳିବ ବୋଲି ସଭାପତି କହିଛନ୍ତି।

Other News