କୋଲାବ ଦୁଃଖ: ମୁଖ୍ୟମନ୍ତ୍ରୀ ୪ ଲକ୍ଷ ଟଙ୍କା କରି ଅନୁକମ୍ପା ରାଶି ଘୋଷଣା କଲେ

Kolab Tragedy: CM announced Rs 4 lakh ex-gratia

 Published : ଓଟିଭି

/  

22-Nov-2017  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ  କୋରାପୁଟ ଜିଲ୍ଲାର ଲମତାପୁଟ ନିକଟରେ କୋଲାବ ଜଳଭଣ୍ଡାରରେ  ୪ ଜଣ ଶିଶୁ ବୁଡି ଯାଥିବା ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ପ୍ରତ୍ୟେକ ମୃତକ ପିଲାଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କାକରି ଅନୁକମ୍ପା ରାଶି ଘୋଷଣା କରିଛନ୍ତି।

Other News