ମୁଖ୍ୟମନ୍ତ୍ରୀଙ୍କ ଅନୁଭବ, ଯୁବଶକ୍ତି ହିଁ ରାଜ୍ୟକୁ ସଫଳତା ଆଡକୁ ନେଇପାରିବେ

CM says youths can drive state towards success

 Published : ଓଟିଭି

/  

21-Jun-2017  

ନିଜର ସ୍ଵାର୍ଥ ପାଇଁ ଓଡିଶା ବିରୋଧରେ ପ୍ରଚାର ଚଳଉଥିବା ଶକ୍ତି ମାନଙ୍କୁ ଘୋର ଭାବେ ବିରୋଧ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଛାତ୍ର ଓ ଯୁବକ ମାନଙ୍କୁ ଆହ୍ଵାନ ଦେଇଛନ୍ତିl ଗଞ୍ଜାମ ଜିଲ୍ଲାର ଅମ୍ବପୁଆ ଠାରେ ଅନୁଷ୍ଠିତ ଦଳର ଦକ୍ଷିଣ ଓଡିଶା ଆଞ୍ଚଳିକ ଯୁବ ସମ୍ମିଳନରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶାକୁ ଦେଶର ଏକ ମଡେଲ ରାଜ୍ୟରେ ପରିଣତ କରିବା ପାଇଁ ରାଜ୍ୟ ସରକାର କାର୍ଯ୍ୟ କରୁଥିବା ବେଳେ କିଛି ଶକ୍ତି ଓଡିଶା ବିରୋଧରେ ପ୍ରଚାର ଚଳାଇଛନ୍ତିl ସେହି ଭଳି ଶକ୍ତିମାନଙ୍କୁ, ଯୁବ ଶକ୍ତି ଦୃଢ ଭାବେ ବିରୋଧ କରିବା ସହିତ ରାଜ୍ୟ ସରକାରଙ୍କର ସଫଳତାର ତଥ୍ୟ ଲୋକଙ୍କ ପାଖରେ ପହଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତିl

Other News