ସିବିଏସ୍‌ଇ ପରୀକ୍ଷାଫଳରେ ଅସାମଞ୍ଜସ୍ୟ, ମୁଖ୍ୟମନ୍ତ୍ରୀ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କ ହସ୍ତକ୍ଷେପ ଲେଡିଲେ

CBSE result discrepancies,CM seeks intervention of HRD minister

 Published : ଟାଇମ୍ସ ଅଫ ଇଣ୍ଡିଆ

/  

31-May-2017  

    ସିବିଏସ୍‌ଇର ପ୍ରକାଶ ପାଇଥିବା ଦ୍ବାଦଶ ଶ୍ରେଣୀ ପରୀକ୍ଷାଫଳରେ ଦେଖାଯାଇଥିବା ଅସାମଞ୍ଜସ୍ୟ ଘେନି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପତ୍ର ଲେଖି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭେଡକରଙ୍କୁ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି।

Other News