ସମ୍ବଲପୁରଠାରେ ଥିବା ବେଜବରୁଆ ଭବନର ପୁନରୁଦ୍ଧାର କରିବ ଓଡିଶା

Odisha to renovate Bezbaroa house in Sambalpur

 Published : ଓଡିଶା ସନ୍ ଟାଇମ୍ସ

/  

31-Oct-2017  

ଆସାମର ବିଶିଷ୍ଟ ସାହିତ୍ୟିକ ଲକ୍ଷ୍ମୀକାନ୍ତ ବେଜବରୁଆଙ୍କ ବାସଗୃହର ପୁନରୁଦ୍ଧାର କରିବା ସହିତ ଏହାର ରକ୍ଷଣା ବେକ୍ଷଣ ଓଡିଶା ସରକାର କରିବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଆସମର ସଂସ୍କୃତି ମନ୍ତ୍ରୀ ଶ୍ରୀ ନବକୁମାର ଡୋଲି ଏବଂ  ଆସାମ ମୁଖ୍ୟମନ୍ତ୍ରୀଙ୍କ ଗଣମାଧ୍ୟମ ଉପଦେଷ୍ଟା ଶ୍ରୀ ହ୍ରିଷିକେଶ ଗୋସ୍ବାମୀ ସଚିବାଳୟରେ ସାକ୍ଷାତ କରିବାବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ବେଜବରୁଆଙ୍କ ବାସଗୃହର ପୁନରୁଦ୍ଧାର ସମ୍ପର୍କରେ ସୁଚନା ଦେଇଥିଲେ।

Other News