Published : ଓଡ଼ିଶା ସନ୍ ଟାଇମ୍ସ
24-Feb-2019
ରାଜ୍ୟ ସରକାର କାଳିଆ ଯୋଜନାର ଦ୍ବିତୀୟ ପର୍ଯ୍ୟାୟର ଆର୍ଥକ ସହାୟତା ଉତ୍କଳ ଦିବସରେ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କୃଷକ ସମ୍ମିଳନୀରେ ଘୋଷଣା କରିଛନ୍ତି।