୨୦୦୦ କୋଟି ଟଙ୍କାର ୧୧ ଟି ପ୍ରକଳ୍ପକୁ ସିଙ୍ଗଲ ଉଇଣ୍ଡୋ ମଞ୍ଜୁରୀ

Odisha clears 11 investment proposals worth Rs 2,000 crore

 Published : ଟାଇମ୍ସ ଅଫ ଇଣ୍ଡିଆ

/  

01-Mar-2017  

ରାଜ୍ୟରେ ୨୦୦୦ କୋଟି ଟଙ୍କା ପୁଞ୍ଜି ବିନିଯୋଗରେ ୧୧ ଟି ବିଭିନ୍ନ ପ୍ରକାର ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଆସିଥିବା ପ୍ରସ୍ତାବକୁ  ରାଜ୍ୟସ୍ତରୀୟ ସିଙ୍ଗଲ  ଉଇଣ୍ଡୋ କମିଟି ମଞ୍ଜୁରି ପ୍ରଦାନ କରିଛି। ଏହି ସବୁ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ୮୦୦୦ ନିଯୁକ୍ତିର ସୁଯୋଗ ସୃଷ୍ଟିହେବ।

Other News