ଜଙ୍ଗଲକାଟି ବିଅର ଫ୍ୟାକ୍ଟ୍ରିପ୍ରତିଷ୍ଠା ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀ ବଟଲିଂଗ କାରଖାନା ବନ୍ଦ ପାଇଁ ଆଦେଶ ଦେଲେ

Deforestation for beer factory: CM ordered cancellation of bottling plant

 Published : ଓଡ଼ିଶା ସନ୍ ଟାଇମ୍ସ

/  

19-Nov-2018  

ଢେଙ୍କାନାଳର ଓପଦା ବ୍ଲକର ବଳରାମପୁର ଠାରେ ବିଅର ଫ୍ୟାକ୍ଟ୍ରି ପ୍ରତିଷ୍ଠା ପାଇଁ ଗଛ କଟାକୁ ଜନସାଧାଣଙ୍କ ପକ୍ଷରୁ ପ୍ରବଳ ବିରୋଧ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବିଅର ଫ୍ୟାକ୍ଟ୍ରି ପ୍ରତିଷ୍ଠା ଆଦେଶକୁ ବାତିଲ କରିଛନ୍ତି।

Other News