ମହାନଦୀ ଓ ପୋଲାଭରମ ପାଇଁ ବିଜେଡି ଗଠନ କଲା କମିଟି

BJD formed committee for Mahanadi, Polavaram

 Published : ଟାଇମ୍ସ ଅଫ ଇଣ୍ଡିଆ

/  

05-Jun-2018  

ମହାନଦୀ ଏବଂ ପୋଲାଭରମ ପ୍ରସଙ୍ଗକୁ ନେଇ ଚାଲିଥିବା ଆନ୍ଦୋଳନକୁ ଅଧିକ ସକ୍ରୀୟ କରିବା ପାଇଁ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡି ଏକ ଷ୍ଟିୟରିଂଗ କମିଟି ଗଠନ କରିଛନ୍ତି । କମିଟିରେ ରାଜ୍ୟସଭା ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟ ଏବଂ ସୌମ୍ୟରଂଜନ ପଟ୍ଟନାୟକଙ୍କ ସହିତ ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଚନ୍ଦ୍ରଶେଖର ସାହୁ ରହିଛନ୍ତି ।

Other News