୨୨ ତମ ଏସିଆନ୍ ଆଥଲେଟିକ୍ସ ଚମ୍ପିଆନସିପ୍ସର ସଫଳତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀଙ୍କ ପ୍ରଶଂସା

CM gets opposition pat for glitch-free sports event

 Published : ଟାଇମ୍ସ ଅଫ ଇଣ୍ଡିଆ

/  

10-Jul-2017  

ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ୨୨ ତମ ଏସିଆନ୍ ଆଥଲେଟିକ୍ସ ଚମ୍ପିଆନସିପ୍ସ ଭଳି ବୃହତ କ୍ରୀଡା ପ୍ରତିଯୋଗିତାର ତ୍ରୃଟି ବିହିନ ପରିଚାଳନା ଓ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କୁ ବିରୋଧୀ ଦଳ ନେତା  ଶ୍ରୀ ନରସିଂହ ମିଶ୍ର ଭୂୟସୀ ପ୍ରଶଂସା କରିଛନ୍ତି। ରାଜ୍ୟରେ ଏଭଳି ଘଟଣା ପ୍ରଥମ ବୋଲି ଶ୍ରୀ ମିଶ୍ର କହିଛନ୍ତି।

Other News