ସହରାଞ୍ଚଳର ପରିବାର ଗୂଡିକୁ ପାଇପ୍ ଜଳ ଯୋଗାଣ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ

CM stressed on PWS to urban households

 Published : ଓରିଶାପୋଷ୍ଟ

/  

09-Jan-2018  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପାଇପ୍ ଜଳଯୋଗାଣ ଅଗ୍ରଗତି ଉପରେ ସମୀକ୍ଷା କଲାବେଳେ ଗୃହ ଏବଂ ସହରାଞ୍ଚ ପାଇପ୍ ଜଳଯୋଗାଣ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ସହରାଞ୍ଚଳରେ ବାସ କରୁଥିବା ୭୦ ଲକ୍ଷ ଲୋକଙ୍କୁ ଆସନ୍ତା ମାର୍ଚ୍ଚମାସ ସୁଦ୍ଧା ପାଇପ୍ ଜଳ ଯୋଗାଣ ସୁନିଶ୍ଚିତ କରାଅ।

Other News