ଓଡ଼ିଶାର ଲୋକେ ହିଁ ଉତ୍ତରାଧିକାରୀ ବାଛିବେ :ନବୀନ

Successor will be chosen by people of Odisha: Naveen

 Published : ଓଡ଼ିଶା ସନ୍ ଟାଇମ୍ସ

/  

27-May-2019  

ଓଡ଼ିଶାରେ ସର୍ବାଧିକ ସମୟ ମୁଖ୍ୟମନ୍ତ୍ରୀ ପଦରେ ରହିଥିବା ଶ୍ରୀ ନବୀନ ପଟ୍ଟନାୟକ ଉତ୍ତରାଧିକାରୀ ନେଇ ଶେଷରେ ମୁହଁ ଖୋଲିଛନ୍ତି। ପ୍ରବୀଣ ରାଜନେତା ତଥା ମୁଖ୍ୟମନ୍ତ୍ରୀ ଭାବେ ଖ୍ୟାତି ଅର୍ଜ୍ଜ କରିଥିବା ଶ୍ରୀ ପଟ୍ଟନାୟକ କହିଛନ୍ତି ଏହି ନିଷ୍ପତ୍ତି ଓଡ଼ିଶାର ଜନସାଧାରଣ ହିଁ ଗ୍ରହଣ କରିବେ। ଏସମ୍ପର୍କରେ ଦଳ ବି କୌଣସି ନିଷ୍ପତ୍ତି ନେଇନାହିଁ ବୋଲି ଏକ ଘରୋଇ ଟିଭି ଚ୍ୟାନେଲକୁ ସାକ୍ଷାତ ଦେଇ ସଭାପତି କହିଛନ୍ତି। ଯେତେବେଳେ ଏଥିନେଇ ନିପତ୍ତି ନିଆଯିବ ତାହା ରାଜ୍ୟବାସୀ ହିଁ ନେବେ  ବୋଲି ସେ ସ୍ପଷ୍ଟକରିଛନ୍ତି।

Other News