ମୁଖ୍ୟମନ୍ତ୍ରୀଙ୍କ ସୂଚନା, ଖୁବ୍ ଶିଘ୍ର ଘୋଷଣା ହେବ ଓଡିଶା ରତ୍ପାନି ନୀତି

CM announced a new Odisha Export Policy Soon

 Published : ଓଟିଭି

/  

21-Sep-2017  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି ଯେ, ରାଜ୍ୟ ସରକାର ଖୁବ୍ ଶିଘ୍ର ଓଡିଶା ରତ୍ପାନି ନୀତି-୨୦୧୭ ଘୋଷଣା କରିବେ। ଏକ୍ସପୋର୍ଟ ଷ୍ଟ୍ରାଟାର୍ଜୀ ଅଫ ଓଡିଶା ଶିର୍ଷକ ବିଷୟ ଉପରେ ଅନୁଷ୍ଠିତ ଏକ କର୍ମଶାଳାକୁ ଉଦଘାଟନ ବେଳେ ମୁଖ୍ୟମନ୍ତ୍ରୀ ଉପରୋକ୍ତ ସୂଚନା ଦେଇଥିଲେ। ମୁଖ୍ୟମନ୍ତୀ କହିଥିଲେ ରତ୍ପାନୀ ବ୍ୟବସାୟକୁ ସହଜ କରିବା ପାଇଁ ଏଥି ସମ୍ପର୍କୀତ ସମସ୍ତ ସଂସ୍ଥାକୁ ରାଜ୍ୟରେ ଗୋଟିଏ ଛାତ ତଳେ ରଖିବାପାଇଁ ବ୍ୟବସ୍ଥା କରାଯାଉଛି।

Other News