ସ୍କୁଲରେ ଛାତ୍ରଛାତ୍ରୀଙ୍କ ଶତପ୍ରତିଶତ ଉପସ୍ଥାନ ପାଇଁ ରାଜ୍ୟ ସରକାର ଆରମ୍ଭ କଲେ ସଚେତନତା କାର୍ଯ୍ୟକ୍ରମ

Odisha govt launched campaign to ensure 100 percent attendance in school

 Published : ଟାଇମ୍ସ ଅଫ ଇଣ୍ଡିଆ

/  

13-Jun-2018  

ସ୍କୁଲରେ ଛାତ୍ରଛାତ୍ରୀଙ୍କ ଶତପ୍ରତିଶତ ଉପସ୍ଥାନ ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ‘ସବୁ ଦିନ ସ୍କୁଲ ଉପସ୍ଥାନ-୨୦୧୮’ ର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ଅଭିଭାବକ, ସ୍କୁଲର ପରିଚାଳନା କମିଟି ସଦସ୍ୟ ଏବଂ ଗ୍ରାମବାସୀମାନଙ୍କୁ ସାମିଲ କରାଯିବ । ସ୍କୁଲରେ ଶତ ପ୍ରତିଶତ ଉପସ୍ଥାନ ଥିବା ଗ୍ରାମ ପଂଚାୟତକୁ ପୁରସ୍କୃତ କରାଯିବ ।

Other News