ମୁଖ୍ୟ ମନ୍ତ୍ରୀଙ୍କ ସୂଚନା, ପ୍ରତି ଜିଲ୍ଲାକୁ ରେଳ ଲାଇନ୍ ଦ୍ବାରା ସଂଯୋଗ କରିବା ପାଇଁ ରାଜ୍ୟ ସରକାର ବଦ୍ଧପରିକର

CM Says, State Committed to take Railways to every District

ରାଜ୍ୟର ପ୍ରତି ଜିଲ୍ଲାକୁ ରେଳ ଲାଇନଦ୍ବାରା ସଂଯୋଗ କରିବା ପାଇଁ ରାଜ୍ୟ ସରକାର ବଦ୍ଧ ପରିକର ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି। ରେଳବାଇର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ପାଇଁ ଆୟୋଜିତ ଉତ୍ସବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ,ରାଜ୍ୟରେ ରେଳ ଯୋଗା ଯୋଗ କ୍ଷେତ୍ରରେ ବିକାଶ କରିବା ପାଇଁ  ରାଜ୍ୟ ସରକାର, ଭାରତୀୟ ରେଳବାଇ ସହିତ ମିଶି ଏକ ଜଏଣ୍ଟ ଭେଞ୍ଚର କମ୍ପାନୀ ଗଠନ କରିଚନ୍ତି। ପୂର୍ବରୁ କେନ୍ଦ୍ର ରେଳବାଇ ମନ୍ତ୍ରୀ ଶ୍ରୀ ସୁରେଶ ପ୍ରଭୁ ସଂମ୍ପ୍ରସାରିତ ହୋଇଥିବା ଦୁଇଟି ଗୁରୁତ୍ବ ପୂର୍ଣ୍ଣଟ୍ରେନକୁ ପତାକା ହଲାଇ ଶୁଭାରମ୍ଭ କରିଥିଲେ।

Other News