ସାଂସଦ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ, ରାଜ୍ୟ ସ୍ବାର୍ଥ ବିରୋଧୀ ପ୍ରସଙ୍ଗରେ କେନ୍ଦ୍ର ବିରୋଧରେ ସ୍ବର ଉଠାଅ

Take on Centre in Parliament, CM said to MPs

 Published : ଟାଇମ୍ସ ଅଫ ଇଣ୍ଣିଆ

/  

16-Jul-2017  

ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏନ୍ ଡି ଏର ରାଷ୍ଟ୍ରପତି ପ୍ରାର୍ଥୀ ଶ୍ରୀ ରାମ ନାଥ କୋବିନ୍ଦ ଙ୍କୁ ସମର୍ଥନ କରିବା ନିଷ୍ପତ୍ତି ଘୋଷଣା କରିବା ପରେ ପରେ ବିଜେଡିର  ନୂତନ ରାଜନୈତିକ ସମିକରଣ ନେଇ ସାଧାରଣରେ ଚର୍ଚ୍ଚା ଯୋର ଧରିଥିଲା। ମାତ୍ର ସାଂସଦ ମାନଙ୍କୁ ରାଜ୍ୟ ସ୍ବାର୍ଥ ବିରୋଧି ପ୍ରସଙ୍ଗ ଗୁଡିକରେ  ବିଜେପି ନେତୃତ୍ବରେ ଚାଲିଥିବା କେନ୍ଦ୍ର ସରକାରଙ୍କ ବିରୋଧରେ ସଂସଦରେ ସ୍ବର ଉତ୍ତୋଳନ କରିବାକୁ ମୁଖ୍ୟମନ୍ତ୍ରୀ ସାଂସଦ ମାନଙ୍କୁ ପରାମର୍ଶ ଦେବାପରେ ରାଜନୈତିକ ସମୀକରଣ ନେଇ ଛାଲିଥିବା ଚର୍ଚ୍ଚାରେ ପାଣିପଡିଯାଇଛି।

Other News