Published : ଟାଇମ୍ସ ଅଫ ଇଣ୍ଡିଆ
/08-May-2017
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀମଣ୍ଡଳ ପୂର୍ନବିନ୍ୟାସରେ ୬ ଜଣ ବିଧାୟକଙ୍କୁ କ୍ୟାବିନେଟ ମନ୍ତ୍ରୀ ଭାବେ ଏବଂ ୪ଜଣ ବିଧାୟକଙ୍କୁ ରାଷ୍ଟ୍ର ମନ୍ତ୍ରୀ ଭାବେ ମନ୍ତ୍ରୀମଣ୍ଡଳରେ ସାମିଲ କରିଛନ୍ତି। ଚତୃର୍ଥ ପାଳିରେ ୩ବର୍ଷ ପରେ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମଣ୍ଡରେ ଏହି ଅଦଳଦଦଳ କରିଛନ୍ତି। ରାଜ୍ୟପାଳ ଡ. ଏସ ସି ଜମିର ରବିବାର ଦିନ ନୂତନ ମନ୍ତ୍ରୀ ମାନଙ୍କୁ ରାଜଭବନର ଅଭିଷେକ ହଲରେ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ।