ଆଉ ଜଣେ କଂଗ୍ରେସ ନେତା ତାଙ୍କ ସମର୍ଥକଙ୍କ ସହ ଦଳରେ ଯୋଗ ଦେଲେ

Congress leader with his supporters joined the Party

 Published : ଓଡ଼ିଶା ସନ୍ ଟାଇମ୍ସ

/  

19-Apr-2019  

ମୟୁରଭଞ୍ଜ ଜିଲ୍ଲାର ଆଉ ଜଣେ କଂଗ୍ରେସ ନେତା ଓ ତାଙ୍କର ୧୫୦ ଜଣ ସମର୍ଥକ କଂଗ୍ରେସ ଦଳ ଛାଡି ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନବୀନ ନିବାସଠାରେ ଦଳରେ ଯୋଗ ଦେଛନ୍ତି। ସେମାନଙ୍କ ମଧ୍ୟରେ କଂଗ୍ରେସର ସାଧାରଣ ସମ୍ପାଦକ ଅଭିଷେକ ପଟ୍ଟନାୟକ, ଦିବ୍ୟକାନ୍ତ ଖୁଣ୍ଟିଆ, ବିଜୟ ମହାନ୍ତ, ଓ ସୋନାଲି ଅପରାଜିତା ରହିଛନ୍ତି।

Other News