ଜିଏସଟି କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଓଡିଶାର ଗୁରୁତ୍ବପୂର୍ଣ୍ଣ ଭୁମିକା ରହିଛି, ମୁଖ୍ୟମନ୍ତ୍ରୀ

Odisha played key role in GST rollout, CM

 Published : ଓଡିଶା ସନ୍ ଟାଇମ୍ସ

/  

01-Jul-2017  

ସ୍ବାଧୀନତା ପରଠାରୁ ଦେଶରେ ପ୍ରଚଳିତ ହୋଇ ଆସୁଥିବା ଟିକସ ବ୍ୟବସ୍ଥାରେ ସଂଶୋଧନ ଅଣାଯାଇ ଦ୍ରବ୍ୟ ଓ ସେବାକର (ଜିଏସଟି) ବ୍ୟବସ୍ତା ପ୍ରଚଳନ କରାଯିବା କ୍ଷେତ୍ରରେ ଓଡିଶାର ଗୁରୁତ୍ବପୂର୍ଣ୍ଣ ଭୁମିକା ରହିଛି ବୋଲି  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଜିଏସଟି ପ୍ରଚଳନକୁ ଟ୍ବିଟରେ ସ୍ବାଗତ କରିବା ସହିତ ଏହା ସାଧାରଣ ଜନତା, ବ୍ୟବସାୟୀ ଓ ଶିଳ୍ପ ଆଦି ସଂସ୍ଥା ଗୁଡିକର ସ୍ବାର୍ଥ ରକ୍ଷା କରିବାରେ ସହାୟକ ହେବ।

Other News