ବିଧାୟକ ଦଳର ନେତା ନିର୍ବାଚନ ପାଇଁ ଆସନ୍ତା କାଲି ବସିବ ଦଳର ବୈଠକ

Legislature Party meeting to elect new leader tomorrow

 Published : ଓଡ଼ିଶାବାଇଟ୍ସ

/  

25-May-2019  

ନୂତନଭାବେ ନିର୍ବାଚିତ ହୋଇଥିବା ଦଳର ବିଧାୟକ ମାନଙ୍କ ବୈଠକ ରବିବାର ଦିନ ଅନୁଷ୍ଠିତ ହେବ। ଦଳର ପ୍ରବକ୍ତା ଡ. ସସ୍ମିତ ପାତ୍ର କହିଛନ୍ତି ନିର୍ବାଚିତ ବିଧାୟକ ମାନେ ନବୀନ ନିବାସ ଠାରେ ପୂର୍ବାହ୍ନ ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ। ଅପରାହ୍ନରେ ବିଧାୟକ ଦଳର ବୈଠକ ଅନୁଷ୍ଠିତ ହେବ ଏବଂ ସେହି ବୈଠକରେ ବିଧାୟକ ଦଳର ନେତା ନିର୍ବାଚନ କରାଯିବାର କାର୍ଯ୍ୟକ୍ରମ ରହିଛି।

Other News