ପଞ୍ଚାନନ ଓ ଦୂତୀ ପାଇବେ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର

Panchanan, Dutee to get Biju Patnaik sports award

 Published : ଓଡିଶା ସନ୍ ଟାଇମ୍ସ

/  

02-Aug-2017  

କୋଚ୍ ପଞ୍ଚାନନ ଗନ୍ତାୟତ, ଟ୍ରେନର ସଂହିତା ଦାସ ଏବଂ ଧାବିକା ଦୂତୀ ଚାନ୍ଦଙ୍କୁ ୨୦୧୬ ମସିହା ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ପାଇଁ ଚୟନ କରାଯାଇଛି। ଏହି ପୁରସ୍କାର ରାଜ୍ୟର ସର୍ବଶ୍ରେଷ୍ଠ କ୍ରୀଡା ପୁରସ୍କାର। ପଞ୍ଚାନନଙ୍କୁ କ୍ରୀଡା କ୍ଷେତ୍ରରେ ଜୀବନକଳ ଅବଦାନ ପାଇଁ ଲାଇଫ ଟାଇମ୍ ଆଚିଭମେଣ୍ଟ ଆୱଡ ପାଇଁ ମନୋନୀତ କରାଯାଇଥିବା ବେଳେ, ସଂହିତା ଦାସ ଓ ଦୂତୀ ଚାନ୍ଦଙ୍କୁ ଯଥାକ୍ରମେ ଶ୍ରେଷ୍ଠ ଟ୍ରେନର ଏବଂ ଶ୍ରେଷ୍ଠ କ୍ରୀଡାବିତ୍ ଆୱାଡ ପ୍ରଦାନ ପାଇଁ ଚୟନ କରାଯାଇଛି।

Other News