ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ ଦଳରୁ ବହିଷ୍କୃତ

Senior BJD leader Damodar Rout expelled from party

 Published : ଟାଇମ୍ସ ଅଫ ଇଣ୍ଡିଆ

/  

13-Sep-2018  

ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ, ଯେକି ରାଜ୍ୟ ସରକାରଙ୍କ କିଛି ବିଭାଗରେ ଆର୍ଥିକ ଅନିୟମିତତା ନେଇ ଅଭିଯୋଗ ଉଠାଇଥିଲେ ତାଙ୍କୁ ଦଳରୁ ବହିଷ୍କୃତ କରାଯାଇଛି।

Other News