ହିଞ୍ଜିଳିରେ ନବୀନ ପଟ୍ଟନାୟକ ନିର୍ବାଚନ ନଲଢିବା ପାଇଁ ଜାଲିଆତି ଗୁଇନ୍ଦା ରିପୋର୍ଟକୁ ଦଳ ଆଣିଲା ଲୋକ ଲୋଚନକୁ

Party debunks Intel report advising Naveen not to contest from Hinjili

 Published : ଓଡ଼ିଶା ସନ୍ ଟାଇମ୍ସ

/  

19-Mar-2019  

ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଆସନ୍ତା ନିର୍ବାଚନରେ ହିଞ୍ଜଳିରୁ ନିର୍ବାଚନ ମଣ୍ଡଳୀରୁ ନ ଲଢିବା ପାଇଁ  ଗୁଇନ୍ଦା ବିଭାଗ ରିପୋର୍ଟ ସମ୍ପର୍କରେ ବିଜେପିର ଯୁବ ସଙ୍ଗଠନ ଗଣମାଧ୍ୟମରେ କହିବା ପରେ, ଦଳର ବରିଷ୍ଟ ନେତା ତଥା ମୁଖପାତ୍ର ପ୍ରତାପ ଦେବ ସାମ୍ବାଦିକ ସମ୍ମିଳନୀ କରି ବିଜେପିର ଦାବୀକୁ ମିଥ୍ୟା ବୋଲି କହିବା ସହିତ କର୍ଣ୍ଣାଟକର ରିପୋର୍ଟକୁ ଜାଲିଆତି କରି ବିଜେପି ଲୋକଙ୍କୁ ବିଭ୍ରାନ୍ତ କରିବାର ଉଦ୍ୟମ କରୁଛି ବୋଲି ସେ କହିଛନ୍ତି।

Other News