ମୁଖ୍ୟମନ୍ତ୍ରୀ ବଢାଇଲେ ଦୁଇ ସହିଦଙ୍କ ପରିବାର ପାଇଁ ଅନୁକମ୍ପା ଅର୍ଥ

CM enhanced ex gratia for two martyred Jawans’ families

 Published : ଓଡ଼ିଶା ସନ୍ ଟାଇମ୍ସ

/  

16-Feb-2019  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସହିଦ୍ ହୋଇଥିବା  ସିଆରପିଏଫର ଦୁଇ ଓଡ଼ିଆ ଯବାନଙ୍କ ପରିବାର ପାଇଁ ସହାୟତା ରାଶିକୁ ୧୦ ଲକ୍ଷରୁ ୨୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ଏତଦ୍ ବ୍ୟତୀତ ସହିଦ୍ ହୋଇଥିବା କଟକ ରତନପୁର ଗ୍ରାମର ମନୋଜ ବେହେରା  ଓ ଜଗସିଂହପୁର ଜିଲ୍ଳା ଶିଖର ଗ୍ରାମର ପ୍ରସନ୍ନ ସାହୁଙ୍କ  ପିଲାମାନଙ୍କ ପାଠପଢାର ସମସ୍ତ ଖର୍ଚ୍ଚ ରାଜ୍ୟସରକାର ବହନ କରିବେ ବୋଲି  ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

Other News