ମୁଖ୍ୟମନ୍ତ୍ରୀଙ୍କ ମନ୍ତ୍ରୀମାନଙ୍କୁ ପରାମର୍ଶ, ଜଳକଷ୍ଟ ଅଞ୍ଚଳ ଗସ୍ତକରି ତୁରନ୍ତ ପଦକ୍ଷେପ ନିଅ

CM asks ministers to visit water deficient areas

 Published : ଟାଇମ୍ସ ଅଫ ଇଣ୍ଡିଆ

/  

14-May-2017  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନଗର ଉନ୍ନୟନ ମନ୍ତ୍ରୀ  ଶ୍ରୀ ନିରଞନ ପୁଜାରୀ ଓ ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ପଦୀପ ମହାରଥିଙ୍କୁ ନିର୍ଦ୍ଦେଶ ଦେଇଚନ୍ତି ଯେ, ରାଜ୍ୟର ଜଳକଷ୍ଟ ଅଞ୍ଚଳ ଗସ୍ତକରି  ସେଠାରେ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ନିମନ୍ତେ ତୁରନ୍ତ ପଦକ୍ଷେପ ଗ୍ରହଣ କର । ରାଜ୍ୟର ପାନୀୟ ଜଳ ସମସ୍ୟା ନେଇ ସଚିବାଳୟରେ  ସମୀକ୍ଷା କଲାବେଳେ ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଥିଲେ।

Other News