ଦଳର ବିପୁଳ ବିଜୟ ପାଇଁ ସଭାପତିଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା

Party members felicitate President for thumping victory

 Published : ଓଡ଼ିଶା ସନ୍ ଟାଇମ୍ସ

/  

23-May-2019  

ସାଧାରଣ ନିର୍ବାଚନରେ ରାଜ୍ୟରେ ଦଳର ବିପୁଳ ବିଜୟ ଲାଭ କରିଥିବାରୁ, ଦଳର ମହିଳା, ଯୁବ ଓ ଛାତ୍ର ସଙ୍ଗଠନର ସଦସ୍ୟ ମାନେ ବହୁସଂଖ୍ୟାରେ, ନବୀନ ନିବାସ ଯାଇଁ ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି।

Other News