ପାନୀୟ ଜଳ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ପ୍ରତିବର୍ଷ ୩୦୦୦ କୋଟି ବ୍ୟୟ କର: ମୁଖ୍ୟମନ୍ତୀ

Spend Rs 3,000 crore every year on drinking water infrastructure: CM

ରାଜ୍ୟର ଗ୍ରାମାଞ୍ଚଳରେ ପାନୀୟ ଜଳ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ପ୍ରତିବର୍ଷ ୩୦୦୦ କୋଟି ଟଙ୍କା ବ୍ୟୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

Other News