ମୁଖ୍ୟମନ୍ତ୍ରୀ ଖୋର୍ଦ୍ଧାଠାରେ ପାନୀୟ ଜଳ ପ୍ରକଳ୍ପର ଉଦଘାଟନ କଲେ

CM inaugurated drinking water project in Khordha

 Published : ଓଡ଼ିଶା ସନ୍ ଟାଇମ୍ସ

/  

24-Nov-2018  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଖୋର୍ଦ୍ଧାର ଜଟଣୀଠାରେ ବୃହତ୍ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ‘‘ବସୁଧା”ର ଉଦଘାଟନ କରିଛନ୍ତି। ସହଭାଗୀତା ଯୋଜନା (ପିପିପି) ଭିତ୍ତିରେ ନିର୍ମିତ ଏହି ପାନୀୟ ଜଳ ପ୍ରକଳ୍ପ ଆଇ ଆଇଟି ଭୁବନେଶ୍ବର, ନାଇଜର, ଇଡକୋ ଅଧୀନରେ ଥିବା ଶିଳ୍ପାଞ୍ଚଳ ସହ ଖୋର୍ଦ୍ଧା ଓ ଜଟଣୀ ଅଞ୍ଚଳରେ ପାନୀୟ ଜଳ ଯୋଗାଇବ।

Other News