ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ, ୩ ଟି ଜିଲ୍ଲାର ସଂଭାବ୍ୟ ବୁଡି ଅଞ୍ଚଳରୁ ଲୋକଙ୍କୁ ତୁରନ୍ତ ସ୍ଥାନାନ୍ତର କର

Chief Minister orders evacuation in 3 districts

 Published : ଫାଷ୍ଟ ପୋଷ୍ଟ

/  

25-Jul-2017  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କେନ୍ଦୁଝର, ଭଦ୍ରକ ଓ ଯାଜପୁର ଜିଲ୍ଳାର ପ୍ରଶାସନକୁ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ ଲଗାତାର ବର୍ଷା ହେବା ଫଳରେ ବୈତରଣୀ, ବ୍ରାହ୍ମଣୀ, ସୁବର୍ଣ୍ଣରେଖା, ଜଳକା ଓ ବୁଢାବଳଙ୍ଗ ନଦୀରେ ବନ୍ୟା ଆସିବାର ସମ୍ଭାବନା ରହିଛି। ତେଣୁ  ଖାଲୁଆ ଅଞ୍ଚଳରୁ ଲୋକ ମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ତୁରନ୍ତ ପଦ ଗ୍ରହଣକର। ସେହି ସବୁ  ଜିଲ୍ଲାରେ ଥିବା ୬୦ ଟି ବହୁମୁଖି ଆଶ୍ରୟସ୍ଥଳକୁ ପ୍ରସ୍ତୁତ କରି ରଖ । ସ୍ଥାନନ୍ତର କରାଯାଉଥିବା ଲୋକ ମାନଙ୍କୁ ସେଠାରେ ରଖିବା ସହିତ ତୁରନ୍ତ ରନ୍ଧା ଖାଦ୍ୟ ଦେବା ପାଇଁ ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Other News