ରାଜ୍ୟ କ୍ୟାବିନେଟର ୧୭ ସ୍ତରୀୟ ଦରମା ବ୍ୟବସ୍ତାକୁ ସ୍ବୀକୃତି

State Cabinet nod for 17-level pay matrix

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ୨୦୧୬ ଜାନୁଆରୀ ୧ ତାରିଖରୁ ସପ୍ତମ ଦରମା କମିଶନଙ୍କ ସୁପାରିଶକୁ ଲାଗୁ କରିବା ପାଇଁ କରିଥିବା ଘୋଷଣାକୁ କ୍ୟାବିନେଟ ଅନୁମୋଦନ କରିଛି। ନୂତନ ହାରରେ ଦରମା ପ୍ରଦାନ ଫଳରେ ରାଜ୍ୟ ରାଜକୋଷ ଉପରେ ବାର୍ଷିକ ୪୫୦୦ କୋଟି ଟଙ୍କାର ଅଧିକ ଆର୍ଥକ ବୋଝ ପଡିବ। ଏଥି ସହିତ ଠିକ୍କା କର୍ମଚାରୀଙ୍କ ଦରମା ସଂଶୋଧନ ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି।

Other News