ମୁଖ୍ୟମନ୍ତ୍ରା ବସୁଧା ଯୋଜନାରେ ଅତିରିକ୍ତ ୧୦୦୦ କୋଟି ଟଙ୍କା ମଞ୍ଜୁର କଲେ

CM sanctioned additional Rs 1000 cr for BASUDHA scheme

 Published : ଓଡ଼ିଶା ସନ୍ ଟାଇମ୍ସ

/  

27-Feb-2019  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ଅଞ୍ଚଳକୁ ଜଳ ଯୋଗାଣ ପାଇଁ ବକ୍ସି ଜଗବନ୍ଧୁ ନିଶ୍ଚିତ ଜଳ ଯୋଗାଣ ଯୋଜନାରେ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଆଉ ୧୦୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ପୂର୍ବରୁ ଏହି ଯୋଜନାରେ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ୧୦୦୦ କୋଟି ଟଙ୍କା ବଜେଟରେ ବ୍ୟବସ୍ଥା କରାଯାଇଥିଲା।

Other News