ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡାର ଦୁଇ ସାହସୀ ବାଳିକାଙ୍କୁ ସମ୍ବର୍ଦ୍ଧିତ କଲେ

Chief Minister felicitates Kendrapara brave girls

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡାର ବାଙ୍କୁଆଳ ଗ୍ରାମର ୬ ବର୍ଷର ବାଳିକା ମମତା  ତାର ଭଉଣୀ ବାସନ୍ତୀକୁ  କୁମ୍ଭୀର ମୁହଁରୁ ଅପ୍ରେଲ ୪ ତାରିଖରେ ରକ୍ଷା କରିଥିବାରୁ ସମ୍ବର୍ଦ୍ଧିତ କରିଛନ୍ତି ଏବଂ ଦୁଇ ଭଉଣୀଙ୍କ ସହ ସେଲଫି ନେଇଛନ୍ତିl

Other News