କୋରାପୁଟ ମେଡିକାଲ କଲେଜ ପାଇଁ ସର୍ବ ଭାରତୀୟ ଛାତ୍ର ଛାତ୍ରୀ ଙ୍କ ଆଗ୍ରହ

Koraput medical college gets all-India response

କୋରାପୁଟସ୍ଥିତ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସପିଟାଲରେ କେରଳର ଅପର୍ଣ୍ଣା ଜି ଏମ ଏବଂ ୱାଇ କ୍ରିର୍ଷ୍ଣନ ନାମକ ଜଣେ ଛାତ୍ର ଓ ଜଣେ ଛାତ୍ରୀ ନାମ ଲେଖାଇଛନ୍ତି। ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲ ହେଉଛି କେବିକେ ଅଞ୍ଚଳର ପ୍ରଥମ ମେଡିକାଲ କଲେଜ। ଏହି ମେଡିକାଲ କଲେଜରେ ଥିବା ୧୦୦ ଟି ସିଟ୍ ମଧ୍ୟରୁ ସର୍ବଭାରତୀୟ ଛାତ୍ର ଛାତ୍ରୀଙ୍କ ପାଇଁ ଥିବା ୧୫ ପ୍ରତିଶତ ସିଟ୍ ମଧ୍ୟରୁ ଅନଲାଇନରେ ଅପର୍ଣ୍ଣା ଓ କ୍ରିର୍ଷ୍ଣନଙ୍କ ସମତେ ୪ ଟି ସିଟ୍ ତୁରନ୍ତ ପୁରଣ ହୋଇଯାଇଛି।

Other News