ମୁଖ୍ୟମନ୍ତ୍ରୀ ଦାବୀ : ଫନୀ ପାଇଁ ପାଟକୁରା ନିର୍ବାଚନକୁ ବିଳମ୍ବ କର

CM urged CEC to defer Patkura Assembly Poll

 Published : ଓଡ଼ିଶା ବାଇଟିସ୍

/  

01-May-2019  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ଦିଲ୍ଲୀରେ ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ସୂନିଲ ଆରୋରାଙ୍କୁ ଭେଟିଛନ୍ତି। ସମ୍ଭାବ୍ୟ ବାତ୍ୟା ‘ଫନି’ ଉପକୂଳ ଜିଲ୍ଲାମାନଙ୍କରେ ପ୍ରଭୂତ୍ବ କ୍ଷତି ଘଟାଇବାର ସଂମ୍ଭାବନା ରହିଛି। ତେଣୁ ପାଇଁ ପାଟକୁରା ବିଧାନସଭା ନିର୍ବାଚନକୁ ଘୁଞ୍ଚାଇ ଦେବାପାଇଁ ମୁଖ୍ୟମନ୍ତ୍ରୀ ମୁଖ୍ୟ ନିର୍ବାଚନ କମିଶନରଙ୍କ ନିକଟରେ ଦାବୀ କରିଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ଗୁରୁତ୍ତର ସହ ଏଥିନେଇ ବିଚାର କରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିବା ପ୍ରତିଶ୍ରୁତି ସମ୍ପର୍କରେ, ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Other News