ହୃଦୟ ଜିଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟ ଯୋଜନା

CM took populist schemes route to win hearts

 Published : ଟାଇମ୍ସ ଅଫ ଇଣ୍ଡିଆ

/  

13-Jun-2018  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଧୀର ପାଣି ପଥର କାଟେ ଭଳି ଲୋକପ୍ରିୟ ଯୋଜନା ପ୍ରଚଳନ କରି ଲୋକଙ୍କ ହୃଦୟ ଜିଣିବା ସହିତ ୨୦୧୯ ଲୋକସଭା ଓ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଦଳର ସଂଗଠନକୁ ସୁଦୃଢ କରି ଚାଲିଛନ୍ତି। ଗତ ବର୍ଷକ ମଧ୍ୟରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ବିକାଶ, ଯୁବଗୋଷ୍ଠି, ଗ୍ରାମାଂଚଳ ଭିତ୍ତିଭୂମି ବିକାଶ, ବସ୍ତି ବାସିନ୍ଦା, ମହିଳା, କୃଷି, ବୁଣାକାର, କଳାକାରମାନଙ୍କ ପାଇଁ ବିଭିନ୍ନ କଲ୍ୟାଣକାରୀ ଯୋଜନା ଘୋଷଣା କରିଛନ୍ତି ।

Other News