ଓଡ଼ିଶାରେ ୫ଲକ୍ଷ ନୂଆ ଉପଭୋକ୍ତାଙ୍କୁ ମିଳିବ ବାର୍ଦ୍ଧକ୍ୟ ଭତ୍ତା

Old-age pension for 5 lakh new beneficiaries in Odisha

 Published : ଓଡ଼ିଶା ସନ୍ ଟାଇମ୍ସ

/  

12-Dec-2018  

ମଧୁବାବୁ ପେନସନ ଯୋଜନାରେ ରାଜ୍ୟରେ ଅତିରିକ୍ତ ୫ଲକ୍ଷ ହିତାଧିକରୀଙ୍କୁ ମିଳିବ ପେନସନ। ନୂତନ ହିତାଧିକାରୀଙ୍କ ପାଇଁ ଡିସେମ୍ବର ୧୫ ତାରିଖରୁ ଏହି ବ୍ୟବସ୍ଥା ଲାଗୁ ହେବ। ୬୦ ବର୍ଷରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କୁ ମାସିକ ୩୦୦ ଟଙ୍କା ଓ ୮୦ ବର୍ଷରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କ ପାଇଁ ମାସିକ ୫୦୦ ଟଙ୍କା ପେନସନ ଧାରୀଙ୍କ ମୋଟ ସଂଖ୍ୟା ୪୮ ଲକ୍ଷକୁ ବୃଦ୍ଧି ପାଇବ।

Other News