ମୁଖ୍ୟମନ୍ତ୍ରୀଙ୍କ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର, କଲମା ଗେଟ୍ ତୁରନ୍ତ ଖୋଲ

Open Kalma gates, CM tells Raman Singh

 Published : ଟାଇମ୍ସ ଅଫ ଇଣ୍ଡିଆ

/  

04-Jun-2017  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଛତିଶଗଡ ମୁଖ୍ୟମନ୍ତ୍ରୀ ଶ୍ରୀ ରମଣ ସିଂହ ଙ୍କୁ ପତ୍ର ଲେଖି ତୁରନ୍ତ କଲମା ବ୍ୟାରେଜ ଗେଟ ଖୋଲି ମହାନଦୀରେ ପାଣି ଛାଡିବାକୁ ଦାବୀ କରିଛନ୍ତି। ମହାନଦୀରେ ପାଣି ନଆସିବା ଫଲରେ ସମ୍ବଲପୁର, ଝାରସୁଗୁଡା,ବରଗଡ, ସୋନପୁର  ଆଦି ଜିଲ୍ଲାମାନଙ୍କରେ ଜଳ ସଂକଟ ଉତ୍କଟ ହୋଇଛି। ପାନୀୟଜଳ, କୃଷି, ଜଳବିଦ୍ୟୁତ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। ସେଥିପାଇଁ ଜନ ଅସନ୍ତୋଷ ଦିନକୁ ଦିନ ତୀବ୍ରତ୍ତର ହୋଇ ଚାଲଲିଛି।  ତୁରନ୍ତ କଲମା ବ୍ୟାରେଜ ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦାବୀକରିଛନ୍ତି।

Other News