କୃଷକ ସମ୍ପର୍କ ଶିବିର ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ

CM stressed on Krushak Sampark Shibira

 Published : ଓଡିଶାପୋଷ୍ଟ

/  

18-Oct-2017  

ପଞ୍ଚାୟତ ସ୍ତରରେ ‘କୃଷକ ସମ୍ପର୍କ ଶିବିର’ ପ୍ରତିଷ୍ଠାକରି କୃଷକମାନଙ୍କର ସମାସ୍ୟାର ସମାଧାନ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ବାରୋପ କରିଛନ୍ତି। ଓଡିଶା ରାଜ୍ୟ ଗ୍ରାମ୍ୟ କୃଷି ସେବକ ସଂଘ ସାଧାରଣ ଅଧିବେସନରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀପଟ୍ଟନାୟକ କହିଥିଲେ ନିଷ୍ପତ୍ତି ଗ୍ରହଣ ବ୍ୟବସ୍ତାରେ କୃଷକ ମାନଙ୍କୁ ସାମିଲକରି ସେମାନଙ୍କୁ ଗୁରୁତ୍ବ ପ୍ରଦାନ କରିବା ସରକାରଙ୍କର ଲକ୍ଷ୍ୟ ।

Other News