Language ଓଡିଆ

News

Odisha govt. partners with Nobel laureates Abhijit Banerjee-Esther Duflos J-PAL to minimise poverty

Odisha govt. partners with Nobel laureates Abhijit Banerjee-Esther Duflos J-PAL to minimise poverty

 Published : The Hindu

/  

01-Nov-2019  

ରାଜ୍ୟ ସରକାର ଏବଂ ଜେ-ପାଲ ମଧ୍ୟରେ ଗବେଷଣା ଭିତ୍ତିକ ନୀତି ପ୍ରସ୍ତୁତ ପାଇଁ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଜେ-ପାଲ ଗବେଷଣା ଲବ୍ଧ ତଥ୍ୟଭିତ୍ତିକ ବୈଷୟିକ ସହଯୋଗ ଯୋଗାଇ ଦେବ।ସାମୂହିକ ଉଦ୍ୟମ ଓ ବୈଷୟିକ ବିଦ୍ୟାର ଉପଯୋଗରେ ବ୍ୟବସ୍ଥାରେ ଉନ୍ନତି ଆଣିବା ସରକାରଙ୍କ ଲକ୍ଷ୍ୟ।

Other News