ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧିକଲେ ରାଜ୍ୟ ସରକାର

Odisha hiked DA for state govt employees

 Published : ଓଡ଼ିଶା ସନ୍ ଟାଇମ୍ସ

/  

25-Feb-2019  

ରାଜ୍ୟ ସରକର  କର୍ମଚାରୀ ଓ  ପେନସନଧାରୀ ମାନଙ୍କ  ମହଙ୍ଗା ଭତ୍ତା ସହାୟତାରେ ୩ ପ୍ରତିଶତ ବୃଦ୍ଧି କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।  ଏହି ବୃଦ୍ଧି ଏବଂ ଟି ଆଇ ୨୦୧୯ ଜାନୁୟାରୀରୁ ପିଛିଲାଭାବେ ଲାଗୁ ହେବ।

Other News