କାଳିଆ ଯୋଜନାକୁ ଅର୍ଥକମିଶନଙ୍କ ଅଧ୍ୟକ୍ଷଙ୍କ ପ୍ରଶଂସା

Finance commission praised KALIA

ପଞ୍ଚଦଶ ଅର୍ଥ କମିସନର ଅଧ୍ୟକ୍ଷ ଏନ.କେ.ସିଂହ ଓଡ଼ିଶା ସରକାର କୃଷି ଓ କୃଷକଙ୍କ ବିକାଶ ପାଇଁ ନୂତନ ବର୍ଷରୁ ଆରମ୍ଭ କରାଯାଇଥିବା “କାଳିଆ”ଯୋଜନାକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି କୃଷକଙ୍କ ସଶକ୍ତି କରଣ ଦିଗରେ ଏହା ସର୍ବୋତ୍ତମ ଯୋଜନା।

Other News